Just another WordPress site

ଭାଇରଲ ହେଉଛି ଯୁବତୀ ଙ୍କର ଫ୍ରେଙ୍କ ଭିଡିଓ….ବର୍ଷରେ ୧୨ ଟି ଋତୁ ଏବଂ ୬ ଟି ମାସ ଆସେ ବୋଲି କହିଲେ ଛାତ୍ରୀ…..ତାଙ୍କର ଏହି ଭାଇରଲ ଭିଡିଓ ଟି ଦେଖିଲେ ହସି ହସି ବେଦମ ହୋଇଯିବେ……

0 74

ବର୍ତ୍ତମାନ ର ଶିକ୍ଷିତ ଯୁବପୀଡି ଙ୍କୁ ପରୀକ୍ଷଣ କଲେ ଆପଣ ଜାଣିପାରିବେ କି, ଏମାନ ଙ୍କର ଜ୍ଞାନ କେବଳ ପଢା ବହିରେ ସୀମିତ ଅଟେ। କାରଣ ବେଳେ ବେଳେ ଅତି ସରଳ ପ୍ରଶ୍ନ ର ଉତ୍ତର ଦେବାକୁ ଏମାନେ ଫେଲ ମାରିଥାନ୍ତି। ତେବେ ଅନ୍ୟ ଏକ କଥା ଦେଖୁଥିବେ କି ବର୍ତ୍ତମାନ ର ଯୁବପିଢି କହୁଛନ୍ତି ଆମେ ପାଠ ପଢ଼ୁଛୁ ବୋଲି, ମାତ୍ର ପାଠ ପଢା କେବଳ ବହି ଭିତର ନୁହେଁ ।ବରଂ ଆମ ସଂସ୍କୃତି ପରମ୍ପରା ଖାସ କରି ନିଜ ରାଜ୍ୟ ଓ ତାର ପରମ୍ପରା ବିଷୟ ରେ ଜାଣିବା ନିହାତି ଆବଶ୍ୟକ ହୋଇଥାଏ।

କିନ୍ତୁ ଦୁଖଃ ର ବିଷୟ କି ବର୍ତ୍ତମାନ ର ଛାତ୍ରଛାତ୍ରୀ ମାନେ ବିଏ , ଏମଏ ପାସ କରିଦେଉଛନ୍ତି ମାତ୍ର ନିଜ ସଂସ୍କୃତି ତଥା ପୂଜା ପର୍ବ, ମାସ ,ଋତୁ ବିଷୟ ରେ କିଛି ବି ଜାଣି ନାହାନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେଉଛି।ଆପଣ ଏହି ଭିଡିଓ ଟିକୁ ଦେଖିଲେ ହସି ହସି ପେଟ ବ୍ୟଥା ହୋଇଯିବ ନିଶ୍ଚିତ। ତେବେ ଆସନ୍ତୁ ଜାଣିବା ଏହି ମଜାଦାର ଭିଡିଓ ଟି ବିଷୟ ରେ।

ତେବେ ଝିଅ ଜଣଙ୍କ କହୁଛନ୍ତି କି ସେ ଗ୍ରାଜୁଏସନ ବା ବିଏ କରିସାରିଛନ୍ତି ବୋଲି, କିନ୍ତୁ ବର୍ଷ କରେ କେତୋଟି ଋତୁ ଅଛି ବୋଲି ପଚାରିଲେ କହୁଛନ୍ତି ୧୨ ଟି ଋତୁ ବୋଲି। ତେବେ ବନ୍ଧୁଗଣ ଆପଣ ଜାଣିଥିବେ କି କେବେ କେବେ ନିୟୁଜ ରିପୋର୍ଟର ମାନେ ମଜାମସ୍ତି ର ଭିଡିଓ କରିବା ପାଇଁ ଛାତ୍ରଛାତ୍ରୀ ଙ୍କୁ ଏହିପରି କେତେକ ପ୍ରଶ୍ନ କରିଥାନ୍ତି ଆଉ ପରେ ନିୟୁଜ ଫିୟୁଜ ମାଧ୍ୟମରେ ଲୋକଙ୍କୁ ହସାଇ ଥାନ୍ତି।

ତେବେ ଏହିଭଳି ହଠାତ ଜଣେ ଯୁବତୀ ଅମୂଲ କୁଲ ପିଇବା ସମୟରେ ତାଙ୍କ ଆଗରେ ଆସି ରିପୋର୍ଟର ଜଣଙ୍କ ପଚାରି ଥିଲେ କି, ତୁମେ କଣ କରୁଛ ବୋଲି ଏବଂ ଦୁର୍ଗା ପୂଜା କେବେ ପାଳନ କରାଯାଏ ବା ଦୁର୍ଗା ପୂଜା କଣ ବୋଲି। ତେବେ ଯୁବତୀ ଜଣଙ୍କ ଏହାର ଯାହା ଉତ୍ତର ଦେଇଥିଲେ ଜାଣିଲେ ନିଜ ହସ ନିୟନ୍ତ୍ରଣ କରିପାରିବେ ନାହିଁ। ତେବେ ଯୁବତୀ ଜଣଙ୍କ ଦୁର୍ଗା ପୂଜା ବିଷୟ ରେ କିଛି ନକହି ଲୋକଙ୍କୁ ଭଲ ରେ ରହିବାକୁ କହିଥିଲେ। ତେବେ ସେ ଜାଣି ନାହାନ୍ତି କି ଦୁର୍ଗା ପୂଜା କୋଉ ମାସ ରେ ହୋଇଥାଏ।

ତେବେ ଯୁବତୀ ଜଣଙ୍କ କହିଛନ୍ତି କି ସେ ଏଜୁକେସନ ରେ ଯୁକ୍ତ ତିନି ପାସ କରିଛନ୍ତି , ମାତ୍ର ଶିକ୍ଷା କାହାକୁ କୁହାଯାଏ ବୋଲି ପଚାରିଲେ କହିପାରୁ ନାହାନ୍ତି। ତେବେ ତାଙ୍କୁ ପଚାରା ଯାଇଥିଲା କି ବର୍ଷ ରେ କେତୋଟି ଋତୁ ଅଛି ବୋଲି, ତ ସେ କହିଥିଲେ କି ୧୨ ଟି ଋତୁ ଅଛି ବୋଲି। ତେବେ ବର୍ତ୍ତମାନ ତାଙ୍କର ଏହି ଭିଡିଓ ଟି ନିୟୁଜ ଫିୟୁଜ ରେ ଧୁମ ଭାଇରଲ ହେବାରେ ଲାଗିଛି। ତେବେ ତାଙ୍କର ଏହି ଭିଡ଼ିଓ ଟିକୁ ଦେଖିଲେ ଆପଣ ହସି ହସି ପାଗଳ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।