Just another WordPress site

ଏହି ଡ୍ୟାନ୍ସ ଭିଡିଓ ଟି ଏବେ ସାରା ଭାରତ ରେ ହଲଚଲ କରୁଛି । ଥରେ ଦେଖିଲେ ରାତିରେ ସ୍ୱପ୍ନ ଦେଖିବେ ।

0 194

କଳା ଗୋଟେ ଏମିତି ଜିନିଷ ଯାହା ସମସ୍ତଙ୍କ ପାଖରେ ରହି ଥାଏ , କିନ୍ତୁ ଯାହା ପାଖରେ ରହି ଥାଏ , ସେ ନିଜେ ଚିହିଁ ପାରେ ନାହିଁ , ମୋ ପାଖରେ କିଛି କଳା ଅଛି ବୋଲି । ଏ ଗୁଡିକ ମଣିଷ ଚିହ୍ନତି ଆଉ ଆଉ କଳାକାର କୁ ଭଲ ଉପଦେଶ ଦିଅନ୍ତି , କି ତ ପାଖରେ କିଛି କଳା ରହିଛି , ଆଉ ଶେଷରେ ସମସ୍ତେ ପ୍ରଶଂସା କରି ସାରିବା ପରେ ସିଏ ନିଜେ ଜାଣେ ଯେ ମୋ ପାଖରେ କିଛି କଳା ରହିଛି ।

ରାନୁ ମଣ୍ଡଳ କଥା ଆପଣ ମାନେ ଜାଣି ଥିବେ । ରାନୁ ମଣ୍ଡଳ ଷ୍ଟେସନ ରେ ଗୀତ ଗାଉ ଥିଲେ । କିନ୍ତୁ ହଟାତ ତାଙ୍କୁ ଜଣେ ତାଙ୍କ ଗୀତ କୁ ମୋବାଇଲ ରେ ରେକର୍ଡ କରି ଭାଇରାଲ କରି ଦେଇ ଥିଲା । ଯାହା ଫୋଳରେ ତାଙ୍କ କଳା କୁ ସମସ୍ତେ ଜାଣି ପାରିଲେ । ଏବେ ତାଙ୍କୁ ସମସ୍ତେ ଏ ଦୁନିଆରେ ଜାଣନ୍ତି ।

ତାଙ୍କୁ କେହି ଏ ଦୁନିଆରେ ଜାଣି ନ ଥିଲେ । କିନ୍ତୁ ଆଜି ତାଙ୍କୁ ସାରା ଦୁନିଆ ଜାଣିଛି । ସେ ଯେତେବେଳେ ଗୀତ ଗାଉ ଥିଲେ , ସେ ମଧ୍ୟ ଜାଣି ନ ଥିଲେ ତାଙ୍କ ଦେହରେ କିଛି କଳା ଅଛି ବୋଲି । ତେବେ ଆଜି ଏକ ଭିଡିଓ ଭାଇରାଲ ହୋଇଛି । ସେହି ଭିଡିଓ ରେ ଦେଖା ଯାଇଛି ଯେ କିଛି ଝିଅ ଅତି ସୁନ୍ଦର ଭାବରେ ନାଚୁ ଛନ୍ତି ଯାହା ଆପଣ ଥରେ ତାଙ୍କ ଡ୍ୟାନ୍ସ ଦେଖିବା ପରେ ରାତିରେ ସ୍ୱପ୍ନ ଦେଖିବେ ।

ଏତେ ସୁନ୍ଦର ସେମାନେ ଅଙ୍ଗ ଗୁଡ଼ିକ ହଲାଉ ଛନ୍ତି । ଆପଣ ଏମିତି ଡ୍ୟାନ୍ସ କେବେ ହେଲେ ଦେଖି ନ ଥିବେ । ତେବେ ସେମାନେ ଜଣେ ଡ୍ୟାନ୍ସ ଦିଦି ପାଖରୁ ଡ୍ୟାନ୍ସ ଶିଖୁ ଛନ୍ତି । ସେଠାରେ ଦେଖା ଯାଇଛି ଯେ , ମଝିରେ ଥିବା ମୋଟା ଝିଅ ଟି ସେଠାକାର ଡ୍ୟାନ୍ସ ଦିଦି । ସେ ଯେଉଁ ଭଳି ଭାବରେ କହୁ ଛନ୍ତି , ବା ନାଚୁ ଛନ୍ତି ଠିକ ସେହି ଭଳି ଭାବରେ ଅନ୍ୟ ମାନେ ତାଙ୍କ ଗୀତରେ ନାଚୁ ଛନ୍ତି ।

ତେବେ ଆଗ ପଟୁ ଜଣେ ଭିଡିଓ କରି ଏହି ଭିଡିଓ ଟିକୁ ସୋସିଆଲ ମିଡ଼ିଆ ରେ ସେୟାର କରିଛି । ଯାହା ଏବେ ଏହି ଭିଡିଓ ଟିକୁ 25 ଲକ୍ଷ ଲୋକ ଲାଇକ କରି ସାରି ଲେଣି । ତେଣୁ ଆପଣଙ୍କ କଳା ଆପଣ ନିଜେ କେବେ ହେଲେ ଦେଖି ପାରିବେ ନାହିଁ । ଆପଣ ଙ୍କ ର କଳା ଅନ୍ୟ ମାନେ ଦେଖି ପାରିବେ ।

ତେବେ ଆପଣ ମାନେ ଯାହା କରୁ ଛନ୍ତି ସୋସିଆଲ ମିଡିଆରେ ଛାଡ଼ନ୍ତୁ । ଯଦି ଲୋକ ମାନେ ପସନ୍ଦ କଲେ ତାହାଲେ ଆପଣ ଙ୍କୁ ପୁରା ଦୁନିଆ ଜାଣି ଯିବ । ଯେମିତି ରାନୁ ମଣ୍ଡଳ କୁ ଏବେ ସାରା ଦୁନିଆ ଜାଣିଚି । ଠିକ ସେହି ଭଳି ଭଗ୍ୟ ଆପଣଙ୍କର ସାଥ ଦେଵ ଆଉ ତାର ଆପଣ ଙ୍କୁ ଏ ଦୁନିଆ ଜାଣିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।