Just another WordPress site

viral ଭିଡ଼ିଓ-ଏମିତି ବିବାହ ଆପଣ କେବେ ହେଲେ ଦେଖି ନ ଥିବେ । ଶାଳୀ ଗାଲରେ କିସ ଆଉ ତା ପରେ ସିନ୍ଦୁର ଭିଡ଼ିଓ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

0 89

ଏ ମାୟା ମୋହ ସଂସାର କୁ ଆସିଚେ ମାନେ , ଆମର ଦିନେ ନା ଦିନେ ବାର୍ଦ୍ଧକ୍ୟ ଅବସ୍ଥା ଆସି ଥାଏ । ଏହା ସତ ଯେ ଆମେ ଦିନେ ଏ ଭବ ଭୂମି ତଳେ ଦିନେ ସବୁ ଦିନ ପାଇଁ ଲୀନ ହୋଇ ଯିବା । ଠିକ ସେହି ଭଳି ଆମେ ଏ ସଂସାର କୁ ଆସିଚେ ମାନେ ଆମେ ଆମର କିଛି କର୍ତବ୍ୟ ରହିଛି । ସେହି କର୍ତ୍ତବ୍ୟ ଟି ହେଉଛି , ସଂସାର ଟିକୁ ବଢ଼େଇବା । ତାହାଲେ ସଂସାର ବଢେ କେମିତି ।

ସଂସାର ବଢିବା ପାଇଁ ଆମକୁ ବିବାହ କରିବା ପାଇଁ ପଡି ଥାଏ । ବିବାହ କରି ଥିଲେ , ସ୍ୱାମୀ ସ୍ତ୍ରୀ ମଧ୍ୟରେ ଗୁପ୍ତ ସମ୍ପର୍କ ବଢି ଥାଏ । ଆଉ ଶେଷରେ ପିଲା ଜନ୍ମ ହୋଇ ଥାଏ । ତେଣୁ ଆଜି ଆମେ କିଛି ବିବାହ ର ଦେଖାଣିଆ ଜିନିଷ ଉପରେ ଆଲଚନା କରିବା ପାଇଁ ଯାଉଛେ , ଯାହା ଆପଣ ମାନେ ସୁଣିଲେ ହସି ହସି ଗୋଡି ଯିବେ । ତେବେ ଏହି ଭିଡିଓ ଟି ଏବେ ବହୁତ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଘଟଣା ଟି ଜାଣିବା ।

ପ୍ରଥମ ଘଟଣା ରେ ଦେଖିବା ପାଇଁ ମିଳି ଥିଲା , ବିବାହ ରେ ମାଳ ପିନ୍ଧେଇବା ନିହାତି ଆବଶ୍ୟକ କିନ୍ତୁ ଏଠାରେ ଦେଖିବା ପାଇଁ ମିଳି ଥିଲା । ସ୍ତ୍ରୀ ଟି ମାଳ ପିନ୍ଧେଇବା ପାଇଁ ଯାଉ ଥିଲା , କିନ୍ତୁ ସେଠାରେ ଜଣେ ଲୋକ ଆସି ତାର ସ୍ୱାମୀ କୁ ଟେକି ଦେଲା ଯାହା ଫୋଳରେ ସ୍ତ୍ରୀ ଆଉ ମାଳ ପିନ୍ଧେଇ ପାରିଲା

ନାହିଁ । ପୁଣି ଠିକ ସେହି ସମୟରେ ଆସି ଜଣେ ଯୁବକ ସ୍ତ୍ରୀ ଟେକି ଦେଲା ଆଉ ସ୍ତ୍ରୀ ତାର ସ୍ୱାମୀ ବେକରେ ମାଳ ପୁରେଇ ଦେଲା । କିନ୍ତୁ ମଜା ର କଥା ଏହା ଯେ , ନ ପଚାରି ସ୍ତ୍ରୀ ଲୋକ ଟିକୁ ଟେକି ଥିବାରୁ ସ୍ତ୍ରୀ ତାକୁ ଗୋଟେ ଗାଲ ରେ ଯାବଡା ମାରି ଥିଲା । ଆଉ ତା ପରେ ଯୁବକ ଟି ମଧ୍ୟ ଠିକ ସେହି ଭଳି ଆଉ ଜଣେ ନାରୀ କୁ ଯାବଡା ମାରି ସେଠାରୁ ପଳେଇ ଯାଇ ଥିଲା । ବିଚରା ଅନ୍ୟ ନାରୀ ଟି ଭୁଲ ନ ଥାଇ ମାଡ଼ ଖାଇ ଗୋଲା ।

ପୁଣି ଦ୍ୱିତୀୟ ରେ ଦେଖିବା ପାଇଁ ମିଳି ଥିଲା , ପୁରୁଷ ଟି ଠିଆ ହୋଇ ଥାଏ , କିନ୍ତୁ ସ୍ତ୍ରୀ ର ତାର ସ୍ୱାମୀ କୁ ପସନ୍ଦ ହେଉ ନ ଥିଲା ବୋଧେ ସେଥି ପାଇଁ ସେ ହାର ଟି ପିନ୍ଧେଇ ପାରିଲା ନାହିଁ । ସେଥି ପାଇଁ ସ୍ୱାମୀ ରାଗି ହୋଇ ପଳାଇଲା । ଆଉ ଶେଷରେ ସ୍ତ୍ରୀ ର ଭଉଣୀ ଗାଲରେ ଗୋଟାଏ କିସ କରି ଦେଲା ଆଉ ସିନ୍ଦୁର ପିନ୍ଧେଇ ଦେଲା । ଯାହା ଏବେ ବହୁତ ଭାଇରାଲ ହେବାରେ ଲାଗିଛି ଏହି ଭଳି ମଜାଳିଆ ଭିଡିଓ ଆପଣ ମାନେ କେବେ ଦେଖିବା ପାଇଁ ପାଇବେ ନାହିଁ । ବାହାଘର ବି ଏମତି ହୁଏ ଆପଣ ବିଶ୍ୱାସ କରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।