Just another WordPress site

ସାମ୍ନା କୁ ଆସିଲା ସ୍ତ୍ରୀ ର ପରକିୟା ପ୍ରୀତି। ସ୍ୱାମୀ ନଥିବା ଅବସ୍ଥାରେ ଅନ୍ୟ ପୁରୁଷ ସହ କରୁଥିଲେ ଏପରି କାମ ଯାହା ଜାଣିବା ପରେ ଆପଣଙ୍କ ର ବି ହୋସ ଉଡିଯିବ।

0 135

ଆଜି ର ଦୁନିଆ ରେ ସମ୍ପର୍କ ର ମାନେ କିଛି ନୁହେଁ। ଏବେ କାର ସମାଜ ରେ ସମ୍ପର୍କ ର ମୂଲ୍ୟ କେହି ବୁଝନ୍ତି ନାହିଁ। ଯାହା ଫଳରେ ଥରୁଟିଏ ବି ନିଜର ସମ୍ପର୍କ ବିଷୟରେ ନ ଭାବି ନ ବୁଝି ଲୋକ ମାନେ ଏପରି କିଛି କାର୍ଯ୍ୟ କରି ଯାଉଛନ୍ତି କି ଯାହା ତାଙ୍କର ସମ୍ପର୍କୀୟ ମାନଙ୍କ ର ମୁଣ୍ଡ ତଳକୁ କରି ଦେଉଛି। ଏପରି କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ସମାଜ ଉପରେ ବହୁତ ଖରାପ ପ୍ରଭାବ ପଡୁଛି।

ତେବେ ଏବେକାର ଦୁନିଆ ରେ ସବୁ ଠାରୁ ବଡ ବିପଦ ହେଉଛି ଲୋକ ମାନଙ୍କ ମନରେ ଉପୁଜୁ ଥିବା ଯୌନ ଲାଳସା। ଯାହାକୁ ମେଣ୍ଟାଇବା ପାଇଁ ଉଭୟ ପୁରୁଷ ଓ ସ୍ତ୍ରୀ ମାନେ ତାଳରୁ ତଳକୁ ଖସି ଯାଉ ଛନ୍ତି। ବିଶେଷ କରି ବର୍ତମାନ ଯୁଗରେ ସ୍ତ୍ରୀ ମାନେ ବହୁତ ଆଧୁନିକ ଆଡକୁ ଅଗ୍ରସର ହେଉଛନ୍ତି। ଯେଉଁଥି ପାଇଁ କି ସେମାନେ ନିଜର ସ୍ୱାମୀ ଥାଉ ଥାଉ ମଧ୍ୟ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବାକୁ ପଛାଉ ନାହାନ୍ତି। ଓ କ୍ଷଣିକ ସୁଖ ପାଇଁ ନିଜର ସମ୍ପର୍କ କୁ ମଧ୍ୟ ଭୁଲି ଯାଉଛନ୍ତି।

ଆଗ କାଳରେ ନାରୀ ମାନଙ୍କୁ ସତୀ ବୋଲି କୁହା ଯାଉଥିଲା। କାହିଁକି ନା ସେମାନେ ନିଜର ସ୍ୱାମୀ ଛଡା କାହାକୁ ବି ସ୍ୱପ୍ନରେ ସୁଧା କେବେ ଚିନ୍ତା କରି ନାହାନ୍ତି। ଦ୍ରୌପଦୀ ଙ୍କ ର 5 ଟି ସ୍ୱାମୀ ଥିବା ସତ୍ୱେ ସେ ମହା ସତୀ ର ଆଖ୍ୟା ପାଇଛନ୍ତି। ଏହାର କାରଣ ହେଉଛି କି ଦ୍ରୌପଦୀ ନିଜର ସ୍ୱାମୀ ମାନଙ୍କ ଛଡା କାହାକୁ କେବେବି ସ୍ବପ୍ନ ରେ ସୁଧା ଭାବି ନାହାନ୍ତି କି ଚିନ୍ତା କରି ନାହାନ୍ତି।


କିନ୍ତୁ ଏବେ କାର ସମୟ ଭିନ୍ନ ହୋଇ ଯାଇଛି। ଏବେ ସ୍ତ୍ରୀ ମାନେ ନିଜର ସ୍ୱାମୀ ଠାରୁ ଅଳ୍ପ ସମୟ ଦୂରରେ ରହିପାରୁ ନାହାନ୍ତି। ଯାହା ଫଳରେ ସ୍ୱାମୀ ଙ୍କ ର ଅନୁପସ୍ଥିତ ରେ ସେ ଅନ୍ୟ ପୁରୁଷ ଙ୍କ ସହ ସମ୍ପର୍କ ରଖିବାକୁ ପଛାଉ ନାହାନ୍ତି। ତେବେ ଆପଣ ଉପରେ ଭିଡିଓ ରେ ଦେଖି ପାରୁଥିବେ ଯେ ଜଣେ ମହିଳା କିପରି ଜୋର ରେ ପାଟି ତୁଣ୍ଡ କରୁଛନ୍ତି। ଓ ତାଙ୍କ ପାଖରେ କିପରି ତାଙ୍କର ଘୋର ଲୋକ ଓ ସାହି ପଡିଶା ଲୋକ ଅଛନ୍ତି।

ତେବେ ପ୍ରକୃତ କଥା ଟି ହେଉଛି କି ସେହି ଭିଡିଓ ରେ ପାଟି କରୁଥିବା ମହିଳା ଜଣଙ୍କ ତାଙ୍କର ସ୍ୱାମୀ ଙ୍କ ର ଅନୁପାସ8ରେ ଅନ୍ୟ ଜଣେ ପୁରୁଷ ଙ୍କ ସହ ରାତିରେ ସମ୍ପର୍କ ସ୍ଥାପନା କରୁଥିବା ସମୟରେ ତାଙ୍କର ଘର ଲୋକ ଦେଖି ଦେଇଥିଲେ। ତାଙ୍କର ଗଜରା ଲୋକ କବାଟ ବାଡେଇ ବାରୁ ସେ କବାଟ ଖୋଲି ନଥିଲେ ଓ ଘର ଲୋକ ବାଧ୍ୟ ହୋଇ ପଡିଶା ଲୋକ ଙ୍କୁ ଡାକିଥିଲେ। ଶେଷରେ ସେ ସ୍ତ୍ରୀ ଲୋକଟି ର ଗୁମର ପ୍ରଦାଫାଶ ହୋଇଥିଲା।
ତାଙ୍କର ପରିକିୟା ପ୍ରୀତି ସମସ୍ତଙ୍କ ସାମ୍ନା କୁ ଆସି ଯାଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।