Just another WordPress site

viral ଭିଡ଼ିଓ-ଆବଶ୍ୟକତା ଠାରୁ ଅଧିକ ଦେଖାଇ ହେବା ହୋଇଗଲା ସଜା…..ଲୋକଙ୍କୁ ଆକର୍ଷିତ କରିବାକୁ ଯାଇ ବନିଗଲେ ମଜାକ….ଭାଇରଲ ହେଉଥିବା ଏହି ଭିଡିଓ ଦେଖିଲେ ହସି ହସି ବେଦମ ହୋଇଯିବେ ଆପଣମାନେ !

0 144

ବର୍ତ୍ତମାନ ର ଏହି ଟେକ୍ନୋଲୋଜି ର ଦୁନିଆଁ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆମର ସୋସିଆଲ ମିଡ଼ିଆ ନିର୍ବାହ କରିଥାଏ । କେବଳ ସୋସିଆଲ ମିଡ଼ିଆ ଦ୍ବାରା ଆମେ ଆମ ଚତୁରପର୍ଶ୍ଵ ରେ କଣ ସବୁ ହେଉଛି କଣ ନାହିଁ ତା ବିଷୟରେ ଜାଣିପାରିଥାଉ। ଏହା ଆମର ଦ୍ୱିନ୍ୟଦିନ ଜୀଵନ କୁ ବଂଚିବା ରେ ବହୁତ ସହଜ କରଦେଇଥାଏ।କେବେ କେବେ ସୋସିଆଲ ମିଡ଼ିଆ ରେ କିଛି ଏପରି କଥା ସାମ୍ନା କୁ ଆସିଥାଏ ଯାହା ଆପଣ ଆଗକୁ କେବେ ବି ଦେଖି ନଥିବେ କି ଜାଣି ନଥିବେ।
ତେବେ ଆସନ୍ତୁ ଜାଣିବା ସେହିପରି କେତେକ ମଜାଦାର ଭିଡିଓ ବିଷୟରେ ।

୧.ଜୁନ ୨୦୨୦ ମସିହାରେ ଏମିତି ଏକ ଭିଡିଓ ଦେଖିବାକୁ ମିଳିଥିଲା ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଜଣେ ଯୁବକ ଏକ ଦାମୀ କାର କିଣିଲେ, ମାତ୍ର ଗାଡି ଟି ପାର୍କିଂ ରୁ ବାହାର କରିବା ବେଳେ ହିଁ କାର କୁ ନେଇ ପାଖରେ ଥିବା କାନ୍ଥ ରେ ବାଡେଇ ହୋଇଗଲେ ।ଆଉ କାର ଟିର ଆଗ ଭାଗ ଭାଙ୍ଗି ଗଲା , ତେବେ ଭାବନ୍ତୁ ଯଦି ଏହା ରାସ୍ତା ରେ ହୋଇଥାନ୍ତା ତ କଣ ହୋଇଥାନ୍ତା।

୨.ସେହିପରି ନିକଟ ରେ ୨୦୨୧ ଅକ୍ଟୋବର ରେ ଅଷ୍ଟ୍ରେଲିଆ ର ଏକ ଭିଡିଓ ରେ ଏପରି କିଛି ଦେଖାଯାଇ ଥିଲା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିବା ସହ ବହୁତ ହସାଇ ଥିଲା ମଧ୍ୟ। ତେବେ ରାସ୍ତା କଡରେ ଏକ ନାଳ ରେ ଗୋଟିଏ ମଇଁଷି ଖସି ପଡ଼ିଥିଲା , ଆଉ ତାକୁ ଉଠେଇବା କୁ ଅନେକ ଲୋକ ସେଠାରେ ରୁଣ୍ଡ ହୋଇଥିଲେ। ତେବେ ଆପଣ ଜାଣିଛନ୍ତି କି ମଇଁଷି ର ଓଜନ ବହୁତ ଅଧିକ ଥାଏ ବୋଲି ତେଣୁ ତାକୁ ନାଳ ରୁ ଉଠାଇବା ପାଇଁ ବହୁତ କଷ୍ଟ ହୋଇଥାଏ।

ତେବେ ଏହି ସମୟରେ ଅନ୍ୟ ଲୋକଙ୍କ ସହ ଜଣେ ମୋଟା ଲୋକ ନାଳ କୁ ଓହ୍ଲାଇ ଗଲେ।ମାତ୍ର ମଇଁଷି ତ ଉପରକୁ ଉଠିଗଲା କିନ୍ତୁ ମୋଟା ଲୋକ ଜଣଙ୍କ ଉପରକୁ ଆସିପାରିଲେ ନାହିଁ ଆଉ ତାକୁ ଉଠେଇବା ପାଇଁ ପୁଣି ଲୋକମାନେ ନାଳକୁ ଯାଇ ଉଠାଇଲେ।

୩.ସେହିପରି ଆମେରିକା ରେ ୨୦୨୦ ମସିହାରେ ଏହିପରି ଏକ ଭିଡିଓ ଭାଇରଲ ହୋଇଥିଲା ଯାହାକୁ ଦେଖିଲେ ଆପଣ ନିଜ ହସ କୁ ନିୟନ୍ତ୍ରଣ କରିପାରିବେ ନାହିଁ।ତେବେ ଭିଡିଓ ଟିରେ ଦେଖାଯାଇଥିଲା କି ଜଣେ ଯୁବତୀ ପାରାସୁଟ ରେ ଆକାଶ ରେ ମଜା ନେଉଥିଲେ। ମାତ୍ର ଏହି ସମୟ ରେ ସେ ଏହି ଖୁସି ର ସମୟକୁ ନିଜ ମୋବାଇଲ ରେ ରେକର୍ଡ କରିବାକୁ ଚାହିଁଲେ ଆଉ ସେଲ୍ଫି ଷ୍ଟିକ ରେ ସେ ଭିଡିଓ ବନାଉଥିଲେ। ମାତ୍ର ସେହି ସମୟ ରେ ଏକ ପବନ ଆସିଲା ଆଉ ତାଙ୍କର ଆଇ ଫୋନ ଟି ତଳେ ପଡ଼ିଗଲା।

୪.ସେହିଭଳି ଅନ୍ୟ ଏକ ଭିଡିଓ ରେ ମଧ୍ୟ ଦେଖିବାକୁ ମିଳିଥିଲା କି ଜଣେ ଯୁବକ ପାରାସୁଟ ରେ ବସି ପ୍ରକୃତି ର ମଜା ନେଉଥିଲେ ।ଆଉ ତାଙ୍କର ମଧ୍ୟ ସେଲ୍ଫି ନେବାକୁ ଇଚ୍ଛା ହେଲା ମାତ୍ର ସେଲ୍ଫି ଷ୍ଟିକ ରେ ମୋବାଇଲ ଲଗେଇବା ବେଳେ ତାଙ୍କର ମୋବାଇଲ ଟି ତଳକୁ ଖସି ପଡ଼ିଥିଲା। ଯାହାର ଦୃଶ୍ୟ ଆପଣ ଏହି ଭିଡିଓ ରେ ଦେଖିପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।