Just another WordPress site

viral video-ତରଙ୍ଗ ପରିବାର ର ସଦରସ୍ୟ ଷ୍ଟେଜ ରେ ଧୂଳି ଉଡାଇ ଦେଲେ । ଭିଡିଓ ଟି ଥରେ ଦେଖିଲେ ଆଖି ଫେରିବ ନାହିଁ ।

0 59

ଆଜି ଓଡିଶା ର ଏକ ନମ୍ବର ଚ୍ୟାନେଲ ସାର୍ଥକ ଟିଭି ଥିବା ସମୟରେ , ଦୁଇ ନମ୍ବର ସ୍ଥାନ ଅଧିକାର କରି ଥିବା ଚ୍ୟାନେଲ ଟି ହେଉଛି ତରଙ୍ଗ ଟିଭି । ତେବେ ଏହି ଦୁଇଟି ଚ୍ୟାନେଲ ଓଡିଶା ର ଭବିଷ୍ୟତ ଅଟନ୍ତି । କାରଣ ଏମାନେ ଯେତେ ବେଳେ ପ୍ରଥମ କରି ଏ ଓଡିଶା କୁ ଆସି ଥିଲେ ସେତେ ବେଳେ ଟିଭି କହିଲେ ଆମେ ସେହି ଗୋଟିଏ ଚ୍ୟାନେଲ କୁ ଦେଖୁ ଥିଲୁ । ଚ୍ୟାନେଲ ଟି ହେଉଛି dd national tv ଯାହା ଏଥିରେ ସବୁ ପ୍ରକାର ଦେଉ ଥିଲା ।

ଏଥିରେ ପାଞ୍ଚ ମିନିଟ ଲେଖାଏଁ ସମାଚାର ଦେଉ ଥିବା ସମୟରେ ପ୍ରତି ରବିବାର କୁ ଥରେ ଚାରିଟା ବେଳେ ଓଡ଼ିଆ ସିନେମା ଦେଉ ଥିଲା । ଆଉ ପ୍ରତି ରବିବାର ମଧ୍ୟ ହିନ୍ଦୀ ଫିଲ୍ମ ଦେଉ ଥିଲା , ଯାହା ଦିନ ବାର ଟା ରେ ଦେଉ ଥିଲା । ଆଉ ସିରିଏଲ କହିଲେ ସନ୍ଧ୍ୟା ୭ଟା ପାଖରୁ ଦେଉ ଥିଲା । କିନ୍ତୁ ଏହି ଚ୍ୟାନେଲ ମାଧ୍ୟମରେ ସମସ୍ତେ ଖୁସି ଥିଲେ ।

କିନ୍ତୁ ଏହି କିଛି ବର୍ଷ ପୂର୍ବେ ତରଙ୍ଗ ନାମକ ଏକ ଚ୍ୟାନେଲ ଆସିଛି । ଯାହା ଏଥିରେ ବହୁତ ସିରିଏଲ ଦିଏ । ଏବଂ ପ୍ରତେକ ଦିନ 3 ଟା ରେ ଓଡ଼ିଆ ଫିଲ୍ମ ଦିଏ । ଯାହା ଓଡିଶା ର ଅଗଣିତ ଦର୍ଶକ ଏହି ଚ୍ୟାନେଲ ପ୍ୟାକେଜ କୁ ପକେଇବା ପାଇଁ ଭୁଲନ୍ତି ନାହିଁ । ତେବେ ଏଥିରେ ପ୍ରତେକ ବର୍ଷ ତରଙ୍ଗ ପରିବାର ତରଫର ଗୋଟେ ରିଆଲିଟି ଶୋ ହୋଇ ଥାଏ । ଯାହା 2022 ର ମଧ୍ୟ ହୋଇଛି ।

ଯାହା ଏବେ ସେହି ରିଆଲିଟି ଶୋ ରେ ଯାହା ଘଟି ଥିଲା ତାହା ଆଜି ଆମେ ଆପଣଂକୁ ଜଣାଇବୁ । ତେବେ ପ୍ରଥମ ଘଟଣା ରେ ଦେଖିବା ପାଇଁ ମିଳି ଥିଲା । ସବ୍ୟସାଚୀ ଯିଏ କି ଅନେକ ଫିଲ୍ମ ରେ ନଜର ଆସି ଛନ୍ତି । ଏବେ ସେ ଓଡିଶା କୁଇନ ଅର୍ଚ୍ଚିତା କୁ ବିବାହ କରି ଛନ୍ତି । ତେବେ ସେ ଏହି ତାର ତରଙ୍ଗ ପରିବାର ରିଆଲିଟି ଶୋ କୁ ଆସି ଥିଲେ । ଆଉ ନିଜର କଳା ପ୍ରଦର୍ଶନ କରି ଥିଲେ ।


ସେ ଗୋଟିଏ ଦେଶ ଭକ୍ତ ଗୀତରେ ନାଚି ଥିଲେ , ଯାହା ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଠିକ ସେହି ଭଳି ଜଣେ ତରଙ୍ଗ ପରିବାର ର ସଦରସ୍ୟ ମଧ୍ୟ ଗୋଟେ ଗୀତରେ ନାଚି ଥିଲେ ।

ଗୀତ ଟି ହେଲା ,” ସ୍ପନ୍ଦନ ରେ ତ ଚେହେରା ପାଗଳ କରେ ରାତି ସାରା “, ପରି ନା ଅପସରି କହିଦେ ଖାଲି ତୁ କିଏ , ପଲ ପଲ ତତେ ଚାହେଁ । ଏହି ଗୀତରେ ସେ ପୁରା ଷ୍ଟେଜ କୁ ଦହଲେଇ ଦେଇ ଥିଲେ । ଏହି ଭଳି ଭାବରେ ସମସ୍ତେ , ତରଙ୍ଗ ପରିବାର ର ସଦସ୍ୟ ଅଭିନୟ ଏବଂ ଗୀତ ରେ ନାଚି ଥିଲେ । ଯାହା ଏବେ ତାଙ୍କ ଭିଡିଓ ବହୁତ ଭାଇରାଲ ହେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।